Panchang Today 29th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୧.୧୯ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୪.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୩୭ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

Panchang

ଶୁଭସମୟ-

ପ୍ରାତଃ- ୦୫.୩୪ ରୁ ୦୭.୧୩

ଦିବା- ୧୦.୩୨ ରୁ ୦୧.୦୨
ରାତ୍ରି- ୦୨.୨୯ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Vastu Tips: ଆପଣଙ୍କ ଶିଳ୍ପାନୁଷ୍ଠାନରେ ବାରମ୍ବାର କ୍ଷତି ହେଉଛି କି… ଜାଣନ୍ତୁ ଏହାର କାରଣ କ’ଣ…

ଅଶୁଭସମୟ- 

ରାହୁକାଳ- ଦିବା ୦୧.୨୦ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୭
ବାରବେଳା- ଦିବା ୦୪.୨୭ ରୁ ୦୬.୦୦
କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪