ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର –କୁମ୍ଭ ରାତ୍ରି ୦୮.୨୮ ଗତେ ମୀନ । ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୯ ଗତେ ପୂର୍ଣ୍ଣିମା ।
ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ରାତ୍ରି ୦୮.୨୮ ଗତେ ଧନୁ ।
ଘାତ ବାର -ତୁଳା ଓ କୁମ୍ଭ
ପୁଷ୍କର ଦୋଷ - ୧ ପାଦ କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୧.୪୮ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୫.୪୦ ରୁ ୦୭.୧୫
ସନ୍ଧ୍ୟା- ୦୬.୨୨ ରୁ ୦୯.୩୬
ରାତ୍ରି -୦୧.୦୮ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୪୦
ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭ ସମୟ
ରାହୁକାଳ - ଦିବା ୦୧.୦୬ ରୁ ୦୨.୩୫
କାଳ ବେଳା - ଦିବା ୦୨.୩୫ ରୁ ୦୪.୦୫
ବାର ବେଳା- ଦିବା ୦୪.୦୫ ରୁ ୦୫.୩୪
କାଳରାତ୍ରି –ରାତ୍ରି ୧୧.୩୭ ରୁ ୦୧.୦୮