Panchang
Advertisment
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୧୨ଶୀ(ମଳ)ପ୍ରାତଃ ୦୭.୩୫ ଗତେ ସ୍ୱାତୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ପ୍ରାତଃ ୦୬.୨୪ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୬ ରୁ ୦୭.୩୪
ସନ୍ଧ୍ୟା- ୦୫.୫୪ ରୁ ୦୯.୨୪
ରାତ୍ରି- ୦୧.୧୩ ରୁ ୦୩.୩୦
ରାତ୍ରି- ୦୪.୨୨ ରୁ ୦୬.୦୭
ଅଶୁଭ ସମୟ:
ରାହୁକାଳ- ଦିବା ୧୨.୫୬ ରୁ ୦୨.୧୮
କାଳବେଳା- ଦିବା ୦୨.୧୮ ରୁ ୦୩.୪୦
ବାରବେଳା- ଦିବା ୦୩.୪୦ ରୁ ୦୫.୦୨
କାଳରାତ୍ରି- ରାତ୍ରି ୧୧.୩୪ ରୁ ୦୧.୧୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1732764187.jpg)