Advertisment

Panchang Today 28th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୨୮ତାରିଖ ବୁଧବାର ।ଚନ୍ଦ୍ର- ବୃଷ ଦିବା ୦୧.୩୭ ଗତେ ମିଥୁନ। ତିଥୀ- ୨ୟା ରାତ୍ରି ୦୧.୫୪ ଗତେ ୩ୟା।ଘାତଚନ୍ଦ୍ର- ବିଛା ରାଶିର ,ଦିବା ୦୧.୩୭ ଗତେ କନ୍ୟା ରାଶିର।

author-image
Deepak Acharya
undefined

Panchang

ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୨୮ତାରିଖ ବୁଧବାର ।ଚନ୍ଦ୍ର- ବୃଷ ଦିବା ୦୧.୩୭ ଗତେ ମିଥୁନ। ତିଥୀ- ୨ୟା ରାତ୍ରି ୦୧.୫୪ ଗତେ ୩ୟା।ଘାତଚନ୍ଦ୍ର- ବିଛା ରାଶିର ,ଦିବା ୦୧.୩୭ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର।ପୁଷ୍କର ଦୋଷ-୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୧.୫୪ ପର୍ଯ୍ୟନ୍ତ।

Advertisment

ଶୁଭସମୟ-

ପ୍ରାତଃ-୦୭.୪୮ ରୁ ୦୮.୨୭

ଦିବା-୧୦.୦୫ ରୁ ୧୧.୧୭

ଦିବା-୦୧.୫୪ ରୁ ୦୫.୨୪

ସନ୍ଧ୍ୟା-୦୬.୧୬ ରୁ ୦୯.୫୪

ରାତ୍ରି-୧୨.୦୫ ରୁ ୦୧.୩୩

ଅଶୁଭସମୟ-

ରାହୁକାଳ- ଦିବା ୧୧.୪୪ ରୁ ୦୧.୨୨

କାଳବେଳା-ଦିବା ୦୮.୨୭ ରୁ ୧୦.୦୫

ବାରବେଳା- ଦିବା ୧୧.୪୪ ରୁ ୦୧.୨୨

କାଳରାତ୍ରି-ରାତ୍ରି ୦୨.୨୭ ରୁ ୦୩.୪୯

Astrology
Advertisment
Advertisment