Panchang Today 28th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ରବିବାର ଚନ୍ଦ୍ର- ସିଂହ ଅହୋରାତ୍ର ତିଥି - ୩ୟା ନିଶାନ୍ତ ୦୬.୧୧ ଗତେ ୪ର୍ଥୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Panchang

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ରବିବାର ଚନ୍ଦ୍ର- ସିଂହ ଅହୋରାତ୍ର ତିଥି - ୩ୟା ନିଶାନ୍ତ ୦୬.୧୧ ଗତେ ୪ର୍ଥୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ପ୍ରାତଃ- ୦୬.୨୬ ରୁ ୧୦.୦୮

ଦିବା-୦୧.୨୨ ରୁ ୦୧.୫୦

ସନ୍ଧ୍ୟା-୦୬.୨୩ ରୁ ୦୮.୫୮

ରାତ୍ରି-୧୨.୨୫ ରୁ ୦୧.୩୬

ରାତ୍ରି- ୦୩.୧୩ ରୁ ୦୩.୫୧

ଅଶୁଭ ସମୟ

ରାହୁକାଳ- ଦିବା ୦୪.୦୯ ରୁ ୦୫.୩୨

କାଳବେଳା- ଦିବା ୧୧.୫୯ ରୁ ୦୧.୨୨

ବାରବେଳା- ଦିବା ୧୦.୩୬ ରୁ ୧୧.୫୯

କାଳରାତ୍ରି- ରାତ୍ରି ୦୧.୩୬ ରୁ ୦୩.୧୩