Panchang Today 28th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

Panchang

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-୪ର୍ଥୀ ରାତ୍ରି ୦୪.୧୮ ଗତେ ୫ମୀ ।

ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ-୦୬.୧୧ ରୁ ୦୭.୪୪

ଦିବା- ୧୦.୩୨ ରୁ ୧୧.୩୬

ଦିବା- ୦୧.୫୫ ରୁ ୦୫.୦୧

ସନ୍ଧ୍ୟା- ୦୬.୩୭ ରୁ ୧୦.୪୪

ରାତ୍ରି- ୦୨.୦୨ ରୁ ୦୩.୦୪

ନିଶାନ୍ତ- ୦୪.୩୭ ରୁ ୦୬.୧୦

ଅଧିକ ପଢ଼ନ୍ତୁ: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଅଶୁଭ ସମୟ

ରାହୁକାଳ- ଦିବା ୧୧.୫୯ ରୁ ୦୧.୨୬

କାଳବେଳା- ଦିବା ୦୯.୦୫ ରୁ ୧୦.୩୨

ବାରବେଳା- ଦିବା ୧୧.୫୯ ରୁ ୦୧.୨୬

କାଳରାତ୍ରି- ରାତ୍ରି ୦୩.୦୪ ରୁ ୦୪.୩୭