Advertisment

Panchang Today 28th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି-୧୩ଶୀ ରାତ୍ରି ୦୩.୩୨ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

undefined

Panchang

Advertisment

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି-୧୩ଶୀ ରାତ୍ରି ୦୩.୩୨ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Advertisment

ଶୁଭସମୟ-                     

ପ୍ରାତଃ–୦୭.୫୦ ରୁ ୦୯.୦୬

ଦିବା- ୧୨.୦୯ ରୁ ୦୧.୦୯

ଦିବା- ୦୨.୩୦ ରୁ ୦୩.୦୩

ଦିବା- ୦୩.୪୬ ରୁ ୦୩.୫୧   

ରାତ୍ରି- ୦୨.୫୩ ରୁ ୦୩.୪୫        

ଅଶୁଭସମୟ- 

ରାହୁକାଳ- ଦିବା ୦୯.୦୬ ରୁ ୧୦.୨୭

କାଳବେଳା- ପ୍ରାତଃ ୦୬.୨୩ ରୁ ୦୭.୪୪ ଓ ଦିବା ୦୩.୫୧ ରୁ ୫.୧୨

ବାରବେଳା-ଦିବା ୦୧.୦୯ ରୁ ୦୨.୩୦

କାଳରାତ୍ରି- ସନ୍ଧ୍ୟା ୦୫.୧୨ ରୁ ୦୬.୫୧ ଓ ନିଶାନ୍ତ ୦୪.୪୫ ରୁ ୦୬.୨୪

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ