Panchang Today 28th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ ।

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ରବିବାର । ଚନ୍ଦ୍ର- ଧନୁ ଅହୋରାତ୍ର ତିଥି-୪ର୍ଥୀ ଦିବା ୦୮.୨୨ ଗତେ ୫ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ପ୍ରାତଃ-୦୫.୨୩ ରୁ ୦୯.୩୭

ଦିବା-୦୧.୧୯ ରୁ ୦୧.୫୧

ସନ୍ଧ୍ୟା-୦୬.୫୦ ରୁ ୦୯.୦୫

ରାତ୍ରି-୧୨.୦୬ ରୁ ୦୧.୦୮

ରାତ୍ରି-୦୨.୩୩ ରୁ ୦୩.୦୭

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୩୦ ରୁ ୦୬.୦୫

କାଳବେଳା- ଦିବା ୧୧.୪୪ ରୁ ୦୧.୧୯

ବାରବେଳା- ଦିବା ୧୦.୦୮ ରୁ ୧୧.୪୪

କାଳରାତ୍ରି- ରାତ୍ରି ୦୧.୦୮ ରୁ ୦୨.୩୩