Panchang Today 27th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୧୧ଶୀ ଅହୋରାତ୍ର ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ– ୦୬.୩୪ ରୁ ୦୮.୫୧

ଦିବା– ୧୨.୫୫ ରୁ ୦୨.୫୪

ଦିବା- ୦୩.୪୦ ରୁ ୦୩.୪୬

ରାତ୍ରି- ୦୭.୪୩ ରୁ ୦୯.୨୪

ରାତ୍ରି- ୧୧.୫୫ ରୁ ୦୧.୦୫

ରାତ୍ରି- ୦୨.୪୦ ରୁ ୦୫.୪୯

ଅଶୁଭସମୟ:

ରାହୁକାଳ- ଦିବା ୦୩.୪୬ ରୁ ୦୫.୧୧

କାଳବେଳା-ଦିବା ୧୧.୩୦ ରୁ ୧୨.୫୫

ବାରବେଳା- ଦିବା ୧୦.୦୫ ରୁ ୧୧.୩୦

କାଳରାତ୍ରି-ରାତ୍ରି ୦୧.୦୫ ରୁ ୦୨.୪୦