/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang today
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ତାରିଖ ମଙ୍ଗଳବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥୀ- ଅମାବାସ୍ୟା ଦିବା ୦୮.୩୨ ଗତେ ପ୍ରତିପଦ ନିଶାନ୍ତ ୦୫.୦୨ ଗତେ ୨ୟା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ-୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୫.୩୨ । ଗତେ ୧ପାଦ-କୃଷିହାନି-ଭୂମିଦାନ ନିଶାନ୍ତ ୦୫.୦୨ ଗତେ ୨ୟା ୨ପାଦ -କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ପ୍ରାତଃ-୦୫.୧୧ ରୁ ୦୬.୪୯
ଦିବା-୦୯.୩୩ ରୁ ୧୨.୧୦
ଦିବା-୦୪.୩୮ ରୁ ୦୫.୨୩
ସନ୍ଧ୍ୟା-୦୬.୧୬ ରୁ ୦୬.୫୯
ରାତ୍ରି-୦୯.୦୦ ରୁ ୦୯.୫୪
ରାତ୍ରି-୧୨.୦୫ ରୁ ୦୨.୧୬
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୦୦ ରୁ ୦୪.୩୮
କାଳବେଳା-ଦିବା ୦୧.୨୨ ରୁ ୦୩.୦୦
ବାରବେଳା- ପ୍ରାତଃ ୦୬.୪୯ ରୁ ୦୮.୨୭
କାଳରାତ୍ରି-ରାତ୍ରି ୦୭.୩୮ ରୁ ୦୯.୦୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)