Panchang Today 27th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି କ୍ରୟ କରନ୍ତୁ ଗାଡ଼ି

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ରାତ୍ରି ୦୩.୨୬ ଗତେ ତୁଳା,ତିଥି – ୯ମୀ ରାତ୍ରି ୦୩.୦୫ ଗତେ ୧୦ମୀ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୩.୨୬ ପର୍ଯ୍ୟନ୍ତ,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ - କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୫.୧୩ ରୁ ୦୬.୫୨

ଦିବା ୦୯.୩୭ ରୁ ୧୨.୧୬

ରାତ୍ରି ୦୪.୪୬ ରୁ ୦୫.୩୨

ସନ୍ଧ୍ୟା ୦୬.୨୫ ରୁ ୦୭.୦୮

ରାତ୍ରି ୦୯.୦୭ ରୁ ୧୦.୦୧

ରାତ୍ରି ୧୨.୧୧ ରୁ ୦୨.୨୧

ଅଧିକ ପଢ଼ନ୍ତୁ: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୭ ରୁ ୦୪.୪୬

କାଳବେଳା – ଦିବା ୦୧.୨୮ ରୁ ୦୩.୦୭

ବାରବେଳା – ପ୍ରାତଃ ୦୬.୫୨ ରୁ ୦୮.୩୧

କାଳରାତ୍ରି – ରାତ୍ରି ୦୭.୪୬ ରୁ ୦୯.୦୭