ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୦୮.୩୫ ଗତେ ୧୪ଶୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି
Also Read
ଶୁଭସମୟ:
ପ୍ରାତଃ- ୦୬.୨୬ ରୁ ୦୭.୫୦
ଦିବା- ୧୦.୫୨ ରୁ ୦୧.୦୬
ଦିବା- ୦୪.୦୮ ରୁ ୦୪.୪୭
ସନ୍ଧ୍ୟା- ୦୬.୨୩ ରୁ ୦୮.୫୮
ରାତ୍ରି- ୧୧.୫୯ ରୁ ୦୩.୦୦
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୫୦ ରୁ ୦୯.୧୩
କାଳବେଳା- ପ୍ରାତଃ ୦୭.୫୦ ରୁ ୦୯.୧୩
ବାରବେଳା- ଦିବା ୦୨.୪୫ ରୁ ୦୪.୦୮
କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୫୯