Panchang Today 27th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା।

Panchang

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା। ଘାତଚନ୍ଦ୍ର- ଦିବା ୦୧.୦୧ ଗତେ କର୍କଟ ଓ ମକର ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୩.୩୭ ଗତେ ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ

ଦିବା-୧୦.୩୬ ରୁ ୦୧.୦୫

ରାତ୍ରି-୦୮.୦୬ ରୁ ୧୦.୪୧

ରାତ୍ରି- ୧୨.୨୫ ରୁ ୦୨.୦୮

ରାତ୍ରି-୦୩.୦୦ ରୁ ୦୪.୪୩

ଅଶୁଭ ସମୟ

ରାହୁକାଳ- ଦିବା ୦୯.୧୩ ରୁ ୧୦.୩୬

କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୮ ରୁ ୦୫.୩୧

ବାରବେଳା- ଦିବା ୦୧.୨୨ ରୁ ୦୨.୪୫

କାଳରାତ୍ରି- ସନ୍ଧ୍ୟା ୦୫.୩୧ ରୁ ୦୭.୦୮ ଓ ନିଶାନ୍ତ ୦୪.୪୯ ରୁ ୦୬.୨୬