Panchang Today 27th April 2024: ଆଜିର ପଞ୍ଚାଙ୍ଗ, ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୭ ତାରିଖ ଶନିବାର । ଚନ୍ଦ୍ର- ବିଛା ରାତ୍ରି ୦୪.୨୭ ଗତେ ଧନୁ, ତିଥ-୩ୟା ଦିବା ୦୮.୧୮ ଗତେ ୪ର୍ଥୀ,ଘାତଚନ୍ଦ୍ର- ରାତ୍ରି ୦୪.୨୭ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା-୧୦.୦୯ ରୁ ୦୧.୦୦

ରାତ୍ରି-୦୮.୨୦ ରୁ ୧୦.୩୬

ରାତ୍ରି-୧୨.୦୬ ରୁ ୦୧.୩୭

ରାତ୍ରି-୦୨.୨୨ ରୁ ୦୩.୫୨

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୩୪ ରୁ ୧୦.୦୯

କାଳବେଳା- ପ୍ରାତଃ ୦୫.୨୩ ରୁ ୦୬.୫୮ ଓ ଦିବା ୦୪.୨୯ ରୁ ୦୬.୦୪

ବାରବେଳା- ଦିବା ୦୧.୧୯ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୬.୦୪ ରୁ ୦୭.୨୯ ଓ ରାତ୍ରି ୦୩.୫୮ ରୁ ୦୫.୨୩