Advertisment

Panchang Today 27th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର ।

ଅଦ୍ୟତନ ହୋଇଛି
undefined

Today Panchang

Advertisment

 ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ

ପ୍ରାତଃ- ୦୫.୪୦ ରୁ ୦୮.୦୩

ଦିବା- ୧୦.୨୬ ରୁ ୧୧.୩୭

ଦିବା- ୦୧.୩୬ ରୁ ୦୩.୫୯

ସନ୍ଧ୍ୟା- ୦୬.୨୩ ରୁ ୦୭.୧୨

ରାତ୍ରି -୦୮.୪୮ ରୁ ୦୨.୩୯

ରାତ୍ରି- ୦୪.୦୯ ରୁ ୦୫.୪୦

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ଅଶୁଭ ସମୟ

ରାହୁକାଳ - ଦିବା ୧୧.୩୭ ରୁ ୦୧.୦୭

କାଳ ବେଳା - ଦିବା ୦୮.୩୮ ରୁ ୧୦.୦୮

ବାର ବେଳା- ଦିବା ୧୧.୩୭ ରୁ ୦୧.୦୭

କାଳରାତ୍ରି –ରାତ୍ରି ୦୨.୩୯ ରୁ ୦୪.୦୯

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ