Panchang Today 26th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର- କର୍କଟ ଦିବା ୦୯.୪୬ ଗତେ ସିଂହ,ତିଥି- ୧୦ମୀ ନିଶାନ୍ତ ୦୫.୨୪ ଗତେ ୧୧ଶୀ,ଘାତଚନ୍ଦ୍ର- ଦିବା, ୦୯.୪୬ ଗତେ କର୍କଟ ଓ ମକର ରାଶିର,ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ– ୦୭.୨୦ ରୁ ୦୮.୩୯

ଦିବା– ୧୧.୫୩ ରୁ ୧୨.୫୫

ଦିବା- ୦୨.୨୧ ରୁ ୦୨.୫୫

ଦିବା- ୦୩.୪୦ ରୁ ୦୩.୪୬

ରାତ୍ରି- ୦୨.୨୭ ରୁ ୦୩.୧୭

ଅଶୁଭସମୟ:

ରାହୁକାଳ- ଦିବା ୦୮.୩୯ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୪୮ ରୁ ୦୭.୧୪ ଓ ଦିବା ୦୩.୪୬ ରୁ ୦୫.୧୧

ବାରବେଳା- ଦିବା ୧୨.୫୫ ରୁ ୦୨.୨୧

କାଳରାତ୍ରି- ସନ୍ଧ୍ୟା ୦୫.୧୧ ରୁ ୦୬.୪୬ ଓ ରାତ୍ରି ୦୪.୧୪ ରୁ ୦୫.୪୯