Panchang Today 26th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୩.୪୭  ଗତେ ୧୨ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୪୭  ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

 

ଶୁଭ ସମୟ:

ପ୍ରାତଃ-୦୬.୦୫ ରୁ ୦୬.୪୯

ଦିବା- ୦୮.୪୯ ରୁ ୧୧.୧୨

ସନ୍ଧ୍ୟା- ୦୫.୦୨ ରୁ ୦୬.୪୦

ରାତ୍ରି- ୦୮.୧୮ ରୁ ୦୮.୩୧

ରାତ୍ରି- ୦୯.୨୩ ରୁ ୧୨.୦୦

ରାତ୍ରି- ୦୧.୪୪ ରୁ ୦୩.୨୯

ରାତ୍ରି-୦୪.୨୧ ରୁ ୦୬.୦୬

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୧୮ ରୁ ୦୩.୪୦

କାଳବେଳା- ଦିବା ୧୨.୫୬ ରୁ ୦୨.୧୮

ବାରବେଳା- ଦିବା ୦୭.୨୭ ରୁ ୦୮.୪୯

କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୮