Panchang Today 26th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ମଙ୍ଗଳବାର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ।

Panchang

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ରାତ୍ରି ୦୨.୫୬ ଗତେ ତୁଳା। ତିଥି- ପ୍ରତିପଦ ଦିବା ୦୨.୫୫ ଗତେ ୨ୟା। ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୨.୫୬ ପର୍ଯ୍ୟନ୍ତ। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୫ ଗତେ କର୍କଟ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।

ଶୁଭ ସମୟ

ଦିବା- ୦୮.୫୦ ରୁ ୧୦.୩୯

ଦିବା-୦୧.୦୫ ରୁ ୦୧.୨୩

ଦିବା-୦୪.୨୪ ରୁ ୦୫.୦୭

ସନ୍ଧ୍ୟା- ୦୫.୫୫ ରୁ ୦୬.୪୩

ରାତ୍ରି- ୦୯.୦୫ ରୁ ୧୧.୨୮

ରାତ୍ରି-୦୧.୫୦ ରୁ ୦୩.୨୫

ଅଶୁଭ ସମୟ

ରାହୁକାଳ - ଦିବା ୦୨.୫୪ ରୁ ୦୪.୨୪

କାଳବେଳା- ଦିବା ୦୧.୨୩ ରୁ ୦୨.୫୪

ବାରବେଳା- ପ୍ରାତଃ ୦୭.୧୯ ରୁ ୦୮.୫୦

କାଳରାତ୍ରି- ସନ୍ଧ୍ୟା ୦୭.୨୪ ରୁ ୦୮.୫୩