ଅଦ୍ୟତନ ହୋଇଛି
Panchang
Advertisment
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ପଞ୍ଚମୀ ରାତ୍ରି ୦୮.୫୫ ଗତେ ଷଷ୍ଠୀ।। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ-
ପ୍ରାତଃ -୦୭.୫୨ ରୁ ୦୮.୩୧
ଦିବା –୧୦.୧୦ ରୁ ୧୧.୨୩
ଦିବା -୦୨.୦୧ ରୁ ୦୫.୩୨
ସନ୍ଧ୍ୟା -୦୬.୨୫ ରୁ ୧୦.୦୧
ରାତ୍ରି -୧୨.୧୧ ରୁ ୦୧.୩୭
ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭ ସମୟ-
ରାହୁକାଳ- ଦିବା-୧୧.୪୯ ରୁ ୦୧.୨୮
କାଳବେଳା- ଦିବା-୦୮.୩୧ ରୁ ୧୦.୧୦
ବାରବେଳା- ଦିବା-୧୧.୪୯ ରୁ ୦୧.୨୭
କାଳରାତ୍ରି- ରାତ୍ରଞ୍ଜି-୦୨.୩୧ ରୁ ୦୩.୫୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1719196653.jpg)