Panchang Today 26th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଚନ୍ଦ୍ର-ତୁଳା ଅହୋରାତ୍ର,ତିଥି-୧୧ ଶୀ ରାତ୍ରି ୧୨.୪୪ ଗତେ ୧୨ ଶୀ ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୪୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ–୦୬.୨୨ ରୁ ୦୭.୪୯

ସନ୍ଧ୍ୟା- ୦୬.୦୪ ରୁ ୦୯.୩୫

ରାତ୍ରି- ୦୧.୨୬ ରୁ ୦୩.୪୫

ନିଶାନ୍ତ- ୦୪.୩୭ ରୁ ୦୬.୨୩

ଅଶୁଭସମୟ:

ରାହୁକାଳ- ଦିବା ୦୧.୦୮ ରୁ ୦୨.୨୯

କାଳବେଳା- ଦିବା ୦୨.୨୯ ରୁ ୦୩.୫୦

ବାରବେଳା-ଦିବା ୦୩.୫୦ ରୁ ୦୫.୧୧