ଅଦ୍ୟତନ ହୋଇଛି
Panchang
Advertisment
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିôଥ-୨ୟା ପ୍ରାତଃ ୦୭.୪୬ ଗତେ ୩ୟା,ଘାତଚନ୍ଦ୍ର- ନାସ୍ତି ,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୪୬
Advertisment
ଶୁଭ ସମୟ:
ପ୍ରାତଃ- ୦୫.୨୪ ରୁ ୦୬.୧୫
ପ୍ରାତଃ- ୦୭.୦୫ ରୁ ୦୮.୩୪
ଦିବା-୧୨.୦୯ ରୁ ୦୨.୪୧
ଦିବା-୦୪.୨୩ ରୁ ୦୬.୦୪
ରାତ୍ରି-୦୭.୩୫ ରୁ ୦୮.୫୪
ରାତ୍ରି-୦୧.୩୭ ରୁ ୦୩.୫୩
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି…ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ - ଦିବା ୧୦.୦୯ ରୁ ୧୧.୪୪
କାଳବେଳା- ଦିବା ୧୦.୦୯ ରୁ ୧୧.୪୪
ବାରବେଳା- ଦିବା ୦୮.୩୪ ରୁ ୧୦.୦୯
କାଳରାତ୍ରି- ରାତ୍ରି ୦୮.୫୪ ରୁ ୧୦.୧୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang__1714096003.jpg)