ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ରଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ଦିବା ୧୨.୩୨ ଗତେ ୧ ପାଦ - ପଶୁସମ୍ପଦ ନାଶ – ଅନ୍ନ ଦାନ ଦିବା ୦୧.୨୯ ଗତେ ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ପ୍ରାତଃ – ୦୫.୪୮ ରୁ ୦୮.୦୫
ଦିବା – ୦୧.୨୪ ରୁ ୦୩.୪୧
ସନ୍ଧ୍ୟା – ୦୬.୦୩ ରୁ ୦୬.୫୩
ରାତ୍ରି – ୦୮.୩୪ ରୁ ୦୨.୩୯
ରାତ୍ରି – ୦୪.୧୪ ରୁ ୦୫.୪୮
ଅଶୁଭ ସମୟ
ଋାହୁକାଳ – ଦିବା ୧୧.୩୦ ରୁ ୧୨.୫୬
କାଳବେଳା – ଦିବା ୦୮.୩୯ ରୁ ୧୦.୦୫
ବାରବେଳା –ଦିବା ୧୧.୩୦ ରୁ ୧୨.୫୬
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୧୪