Panchang Today 25th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୦ମୀ ରାତ୍ରି ୦୧.୦୨ ଗତେ ୧୧ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାନଞ୍ଚଦାନ ରାତ୍ରି ୦୧.୨୩ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ-୦୬.୦୫ ରୁ ୦୭.୨୭

ଦିବା- ୦୯.୦୦ ରୁ ୧୧.୧୧

ରାତ୍ରି- ୦୭.୩୮ ରୁ ୦୯.୫୬

ରାତ୍ରି- ୦୨.୩୬ ରୁ ୦୩.୨୯

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୨୭ ରୁ ୦୮.୪୯

କାଳବେଳା- ପ୍ରାତଃ ୦୭.୨୭ ରୁ ୦୮.୪୯

ବାରବେଳା- ଦିବା ୦୨.୧୭ ରୁ ୦୩.୪୦

କାଳରାତ୍ରି- ରାତ୍ରି ୦୯.୫୬ ରୁ ୧୧.୩୩