Advertisment

Panchang Today 25th May 2025:ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ତାରିଖ ରବିବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥୀ- ୧୩ ଶୀ ଦିବା ୦୩.୫୧ ଗତେ ୧୪ଶୀ।ଘାତଚନ୍ଦ୍ର-  ମେଷ ରାଶିର  ଅହୋରାତ୍ର।ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୦୧ ପାଦ-କୃଷିହାନି- ଭୂମିଦାନ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ତାରିଖ ରବିବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥୀ- ୧୩ ଶୀ ଦିବା ୦୩.୫୧ ଗତେ ୧୪ଶୀ।ଘାତଚନ୍ଦ୍ର-  ମେଷ ରାଶିର  ଅହୋରାତ୍ର।ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୦୧ ପାଦ-କୃଷିହାନି- ଭୂମିଦାନ।

Advertisment

ଶୁଭସମୟ-

ପ୍ରାତଃ- ୦୬.୫୬ ରୁ ୦୯.୩୩

ଦିବା- ୦୧.୨୧ ରୁ ୦୨.୪୬

ଦିବା-୦୪.୩୧ ରୁ ୦୪.୩୭

ସନ୍ଧ୍ୟା- ୦୬.୧୫ ରୁ ୦୭.୪୨

ରାତ୍ରି-୧୦.୩୭ ରୁ ୧୨.୪୯

ଅଶୁଭସମୟ-

ରାହୁକାଳ- ଦିବା ୦୪.୩୭ ରୁ ୦୬.୧୫

କାଳବେଳା-ଦିବା ୧୧.୪୩ ରୁ ୦୧.୨୧ 

ବାରବେଳା- ଦିବା ୧୦.୦୫ ରୁ ୧୧.୪୩

କାଳରାତ୍ରି-ରାତ୍ରି ୦୧.୦୫ ରୁ ୦୨.୨୭

Panchang
Advertisment
Advertisment