/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୫ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୦୪.୦୧ ଗତେ ପ୍ରତିପଦ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ– ନାସ୍ତି
Advertisment
ଶୁଭ ସମୟ
ପ୍ରାତଃ – ୦୭.୫୧ ରୁ ୦୮.୩୧
ଦିବା – ୧୦.୧୦ ରୁ ୧୧.୨୨
ଦିବା – ୦୨.୦୧ ରୁ ୦୫.୩୨
ସନ୍ଧ୍ୟା – ୦୬.୨୫ ରୁ ୧୦.୦୧
ରାତ୍ରି – ୧୨.୧୧ ରୁ ୦୧.୩୭
ଅଶୁଭ ସମୟ
ରାହୁକାଳ- ଦିବା ୧୧.୪୯ ରୁ ୦୧.୨୮
କାଳବେଳା - ଦିବା ୦୮.୩୧ ରୁ ୧୦.୧୦
ବାରବେଳା- ଦିବା ୧୧.୪୯ ରୁ ୦୧.୨୮
କାଳରାତ୍ରି- ରାତ୍ରି ୦୨.୩୧ ରୁ ୦୩.୫୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)