ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୪୫ ଗତେ ମୀନ। ତିଥି- ୫ମୀ ରାତ୍ରି ୦୧.୫୮ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୦.୪୫ ଗତେ ଧନୁ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୬ ପର୍ଯ୍ୟନ୍ତ।
ଶୁଭ ସମୟ
ପ୍ରାତଃ-୦୫.୨୩ ରୁ ୦୭.୦୭
ରାତ୍ରି- ୦୨.୨୭ ରୁ ୦୩.୧୧
ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ
ଅଶୁଭ ସମୟ
ରାହୁକାଳ- ଦିବା ୦୧.୩୦ ରୁ ୦୩.୦୭
କାଳବେଳା- ଦିବା ୦୩.୦୭ ରୁ ୦୪.୪୫
ବାରବେଳା- ଦିବା ୦୪.୪୫ ରୁ ୦୬.୨୨
କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୬