Panchang Today 25th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୮.୩୨ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୩୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭସମୟ:

ଦିବା- ୧୦.୩୬ ରୁ ୦୧.୦୫

ରାତ୍ରି- ୦୮.୦୬ ରୁ ୧୦.୪୧

ରାତ୍ରି- ୧୨.୨୪ ରୁ ୦୨.୦୮

ରାତ୍ରି- ୦୩.୦୦ ରୁ ୦୪.୪୩

ଅଶୁଭସମୟ:

ରାହୁକାଳ- ଦିବା ୦୯.୧୩ ରୁ ୧୦.୩୬

କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୫୦

ଦିବା ୦୪.୦୭ ରୁ ୦୫.୩୦

ବାରବେଳା- ଦିବା ୦୧.୨୧ ରୁ ୦୨.୪୪

କାଳରାତ୍ରି- ସନ୍ଧ୍ୟା ୦୫.୩୦ ରୁ ୦୭.୦୭

ନିଶାନ୍ତ- ୦୪.୫୦ ରୁ ୦୬.୨୭