Panchanga
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ରବିବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ପ୍ରତିପଦ। ରାତ୍ରି ୦୮.୩୬ ଗତେ ୨ୟା।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। ରାତ୍ରି ୦୮.୩୬ ଗତେ ୦୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ। ରାତ୍ରି ୦୧.୨୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ପ୍ରାତଃ-୦୬.୧୩ ରୁ ୧୦.୦୪
ଦିବା-୦୧.୨୬ ରୁ ୦୧.୫୫
ସନ୍ଧ୍ୟା-୦୬.୩୬ ରୁ ୦୯.୦୫
ରାତ୍ରି- ୧୨.୨୪ ରୁ ୦୧.୩୨
ରାତ୍ରି- ୦୩.୦୬ ରୁ ୦୩.୪୩
ଅଶୁଭ ସମୟ
ରାହୁକାଳ - ଦିବା ୦୪.୧୯ ରୁ ୦୫.୪୬
କାଳବେଳା- ଦିବା ୧୧.୫୯ ରୁ ୦୧.୨୬
ବାରବେଳା- ଦିବା ୧୦.୩୩ ରୁ ୧୧.୫୯
କାଳରାତ୍ରି- ରାତ୍ରି ୦୧.୩୨ ରୁ ୦୩.୦୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703734850.jpg)