• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୧୪ଶୀ ନିଶାନ୍ତ ୦୫.୪୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୨୨ରୁ ୦୭.୪୩

ଦିବା- ୦୯.୧୫ରୁ ୧୧.୨୪

ରାତ୍ରି- ୦୭.୪୯ରୁ ୧୦.୦୭

ରାତ୍ରି- ୦୨.୫୧ରୁ ୦୩.୪୪

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୪୩ରୁ ୦୯.୦୪

କାଳବେଳା- ପ୍ରାତଃ ୦୭.୪୩ରୁ ୦୯.୦୪

ବାରବେଳା- ଦିବା ୦୨.୨୮ରୁ ୦୩.୪୯

କାଳରାତ୍ରି- ରାତ୍ରି ୧୦.୦୭ରୁ ୧୧.୪୬

OTV is now on Whatsapp

Join and get latest news update delivered to you via whatsapp

Join Now