ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୦.୩୦ ଗତେ ବୃଷ । ତିଥି- ୭ମୀ ରାତ୍ରି ୦୩.୩୯ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର , ରାତ୍ରି ୧୦.୩୦ ଗତେ ବିଛା । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୪୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୯ ଗେତ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Also Read
ଶୁଭ ସମୟ
ପ୍ରାତଃ-୦୫.୩୩ ରୁ ୦୯.୪୩
ଦିବା- ୦୧.୨୨ ରୁ ୦୧.୫୩
ସନ୍ଧ୍ୟା- ୦୬.୪୯ ରୁ ୦୯.୦୭
ରାତ୍ରି- ୧୨.୧୧ ରୁ ୦୧.୧୪
ରାତ୍ରି- ୦୨.୪୧ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ- ଦିବା ୦୪.୩୦ ରୁ ୦୬.୦୩
କାଳବେଳା- ଦିବା ୧୧.୪୮ ରୁ ୦୧.୨୨
ବାରବେଳା-ଦିବା ୧୦.୧୪ ରୁ ୧୧.୪୮
କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୪୧