Panchang Today 24th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର ,ତିଥି- ୮ମୀ ରାତ୍ରି ୦୧.୫୮ ଗତେ ୯ମୀ,ଘାତଚନ୍ଦ୍ର- ନାସ୍ତି, ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୧୫ ପର୍ଯ୍ୟନ୍ତ ।

ଶୁଭସମୟ:

ପ୍ରାତଃ– ୦୫.୪୮ ରୁ ୦୬.୧୯

ସନ୍ଧ୍ୟା- ୦୬.୦୩ ରୁ ୦୯.୨୪

ରାତ୍ରି- ୦୧.୦୫ ରୁ ୦୩.୧୭

ରାତ୍ରି- ୦୪.୦୭ ରୁ ୦୫.୪୮

ଅଶୁଭସମୟ:

ରାହୁକାଳ- ଦିବା ୧୨.୫୬ ରୁ ୦୨.୨୧

କାଳବେଳା- ଦିବା ୦୨.୨୧ ରୁ ୦୩.୪୭

ବାରବେଳା- ଦିବା ୦୩.୪୭ ରୁ ୦୫.୧୩

କାଳରାତ୍ରି- ରାତ୍ରି ୧୧.୩୦ ରୁ ୦୧.୦୫