Panchang Today 24th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ  ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି - ୧୦ମୀ ଦିବା ୦୩.୧୪ ଗତେ ୧୧ଶୀ ।

Today Panchang

ସୌର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ  ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି - ୧୦ମୀ ଦିବା ୦୩.୧୪ ଗତେ ୧୧ଶୀ ।

ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର

ଘାତ ବାର –  ମକର ରାଶିର

ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ 

ପ୍ରାତଃ – ୦୫.୪୭ ରୁ ୦୬.୩୩
ଦିବା – ୦୮.୩୯ ରୁ ୧୧.୦୭
ସନ୍ଧ୍ୟା – ୦୫.୧୩ ରୁ ୦୬.୪୮
ରାତ୍ରି – ୦୮.୨୨ ରୁ ୦୮.୩୪
ରାତ୍ରି – ୦୯.୨୫ ରୁ ୧୧.୫୬
ରାତ୍ରି – ୦୧.୩୬ ରୁ ୦୩.୧୭
ରାତ୍ରି – ୦୪.୦୭ ରୁ ୦୫.୪୮

ଅଶୁଭ ସମୟ

ଋାହୁକାଳ – ଦିବା ୦୨.୨୨ ରୁ ୦୩.୪୭
କାଳବେଳା – ଦିବା ୧୨.୫୬ ରୁ ୦୨.୨୨
ବାରବେଳା –  ପ୍ରାତଃ ୦୭.୧୩ ରୁ ୦୮.୩୯
କାଳରାତ୍ରି – ସନ୍ଧ୍ୟା ୦୬.୪୮ ରୁ ୦୮.୨୨