Panchang Today 24th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ନିଶାନ୍ତ ୦୫.୦୨ ଗତେ କନ୍ୟା,ତିଥି- ୯ମୀ ରାତ୍ରି ୧୦.୨୦ ଗତେ ୧୦ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ନିଶାନ୍ତ ୦୫.୦୨ ଗତେ ବୃଷ ରାଶିର, ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୦.୧୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାନଞ୍ଚଦାନ ।

ଶୁଭ ସମୟ:

ପ୍ରାତଃ-୦୬.୪୮ ରୁ ୦୮.୫୯

ଦିବା- ୧୧.୫୫ ରୁ ୦୨.୫୦

ଦିବା- ୦୩.୩୪ ରୁ ୦୩.୩୯

ରାତ୍ରି- ୦୭.୩୮ ରୁ ୦୯.୨୩

ରାତ୍ରି- ୧୧.୫୯ ରୁ ୦୧.୧୧

ରାତ୍ରି- ୦୨.୪୯ ରୁ ୦୬.୦୫

ଅଶୁଭ ସମୟ:

ରାହୁକାଳ- ଦିବା ୦୩.୩୯ ରୁ ୦୫.୦୨

କାଳବେଳା- ଦିବା ୧୧.୩୩ ରୁ ୧୨.୫୫

ବାରବେଳା- ଦିବା ୧୦.୧୧ ରୁ ୧୧.୩୩

କାଳରାତ୍ରି- ରାତ୍ରି ୦୧.୧୧ ରୁ ୦୨.୪୯