Panchang Today 24th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୪ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପ୍ରତିପଦ ସନ୍ଧ୍ୟା ୦୭.୨୫ ଗତେ ୨ୟା। ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ସନ୍ଧ୍ୟା ୦୭.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

Panchang Today

ଶୁଭ ସମୟ

ପ୍ରାତଃ- ୦୬.୦୪ ରୁ ୦୬.୫୬

ଦିବା- ୧୨.୦୯ ରୁ ୦୨.୪୬

ସନ୍ଧ୍ୟା-୦୬.୧୫ ରୁ ୦୮.୨୬

ରାତ୍ରି- ୧୨.୪୯ ରୁ ୦୩.୦୦

ରାତ୍ରି- ୦୩.୪୪ ରୁ ୦୫.୧୧

ଅଧିକ ପଢ଼ନ୍ତୁ: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି…ହେବ ଏହିସବୁ ସମସ୍ୟା

ଅଶୁଭ ସମୟ

ରାହୁକାଳ- ଦିବା ୧୦.୦୫ ରୁ ୧୧.୪୩

କାଳବେଳା- ଦିବା ୧୧.୪୩ ରୁ ୦୧.୨୧

ବାରବେଳା- ଦିବା ୧୦.୦୫ ରୁ ୧୧.୪୩

କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୨୭