Panchang Today 24th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୨.୨୦ ଗତେ କନ୍ୟା,ତିôଥ- ୧୪ଶୀ ଦିବା ୦୯.୫୫ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ,ଦିବା ୦୨.୨୦ ଗତେ ବୃଷ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୩୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ- ୦୫.୫୦ ରୁ ୦୯.୫୨

ଦିବା-୦୧.୨୩ ରୁ ୦୧.୫୩

ସନ୍ଧ୍ୟା- ୦୬.୪୨ ରୁ ୦୯.୦୫

ରାତ୍ରି- ୧୨.୧୬ ରୁ ୦୧.୨୧

ରାତ୍ରି- ୦୨.୫୧ ରୁ ୦୩.୨୬

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୪ ରୁ ୦୫.୫୫

କାଳବେଳା- ଦିବା ୧୧.୫୨ ରୁ ୦୧.୨୩

ବାରବେଳା- ଦିବା ୧୦.୨୨ ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୨୧ ରୁ ୦୨.୫୧