• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୬ଷ୍ଠୀ ଦିବା ୦୧.୪୩ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ଦିବା ୦୧.୪୩ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ

ଶୁଭ ସମୟ:

ପ୍ରାତଃ ୦୫.୨୩ ରୁ ୦୭.୦୦

ଦିବା ୧୦.୩୫ ରୁ ୦୧.୧୧

ଦିବା ୦୪.୪୫ ରୁ ୦୫.୩୧

ସନ୍ଧ୍ୟା ୦୭.୦୭ ରୁ ୦୯.୧୯

ରାତ୍ରି ୧୧.୫୩ ରୁ ୦୨.୨୭

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୭.୦୦ ରୁ ୦୮.୩୮

କାଳବେଳା – ପ୍ରାତଃ ୦୭.୦୦ ରୁ ୦୮.୩୮

ବାରବେଳା – ଦିବା ୦୩.୦୮ ରୁ ୦୪.୪୫

କାଳରାତ୍ରି –  ରାତ୍ରି ୧୦.୩୦ ରୁ ୧୧.୫୩