Panchang
Advertisment
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ପୂର୍ଣ୍ଣିମା ସନ୍ଧ୍ୟା ୦୬.୦୦ ଗତେ ପ୍ରତିପଦ ।
Advertisment
ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର
ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ଦିବା-୧୦.୩୩ ରୁ ୦୧.୦୯
ରାତ୍ରି- ୦୮.୧୫ ରୁ ୧୦.୪୪
ରାତ୍ରି- ୧୨.୨୪ ରୁ ୦୨.୦୪
ରାତ୍ରି- ୦୨.୫୪ ରୁ ୦୪.୩୩
ଅଶୁଭ ସମୟ
ରାହୁକାଳ - ଦିବା ୦୯.୦୭ ରୁ ୧୦.୩୩
କାଳବେଳା- ପ୍ରାତଃ ୦୬.୧୪ ରୁ ୦୭.୪୦ ଓ ଦିବା ୦୪.୧୯ ରୁ ୦୫.୪୬
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୫.୪୬ ରୁ ୦୭.୧୯ ଓ ନିଶାନ୍ତ ୦୪.୪୦ ରୁ ୦୬.୧୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1708566641.jpg)