Panchang Today 24th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର

Panchanga

ସୈାର ଧନୁମାସ  ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ  ରବିବାର

ଚନ୍ଦ୍ର- ବୃଷ ଅହୋରାତ୍ର 

ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ 

ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର 

ଘାତବାର- ମେଷ ରାଶିର 

ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୪ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ  

ଶୁଭ ସମୟ

ପ୍ରାତଃ- ୦୭.୦୪ ରୁ ୦୯.୧୪ 

ଦିବା- ୦୧.୦୭ ରୁ ୦୩.୦୦ 

ଦିବା- ୦୩.୪୩ ରୁ ୦୩.୪୯

ରାତ୍ରି- ୦୭.୪୮ ରୁ ୦୯.୩୪

ରାତ୍ରି- ୧୨.୧୨ ରୁ ୦୧.୨୫

ରାତ୍ରି- ୦୩.୦୪ ରୁ ୦୬.୨୨ 

ଅଶୁଭ ସମୟ

ରାହୁକାଳ - ଦିବା ୦୩.୪୯ ରୁ ୦୫.୧୦

କାଳବେଳା-  ଦିବା ୧୧.୪୫ ରୁ ୦୧.୦୭                                                                                          

ବାରବେଳା- ଦିବା ୧୦.୨୪ ରୁ ୧୧.୪୫

କାଳରାତ୍ରି-  ରାତ୍ରି ୦୧.୨୫ ରୁ ୦୩.୦୪