ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର
ଚନ୍ଦ୍ର- ବୃଷ ଅହୋରାତ୍ର
ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ
Also Read
ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର
ଘାତବାର- ମେଷ ରାଶିର
ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୪ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ- ୦୭.୦୪ ରୁ ୦୯.୧୪
ଦିବା- ୦୧.୦୭ ରୁ ୦୩.୦୦
ଦିବା- ୦୩.୪୩ ରୁ ୦୩.୪୯
ରାତ୍ରି- ୦୭.୪୮ ରୁ ୦୯.୩୪
ରାତ୍ରି- ୧୨.୧୨ ରୁ ୦୧.୨୫
ରାତ୍ରି- ୦୩.୦୪ ରୁ ୦୬.୨୨
ଅଶୁଭ ସମୟ
ରାହୁକାଳ - ଦିବା ୦୩.୪୯ ରୁ ୦୫.୧୦
କାଳବେଳା- ଦିବା ୧୧.୪୫ ରୁ ୦୧.୦୭
ବାରବେଳା- ଦିବା ୧୦.୨୪ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୨୫ ରୁ ୦୩.୦୪