Panchang
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ଚନ୍ଦ୍ର- ମେଷ ଅହୋରାତ୍ର ତିଥି-୫ମୀ ପ୍ରାତଃ ୦୭.୫୨ ଗତେ ୬ଷ୍ଠୀ ନିଶାନ୍ତ ୦୫.୩୧ ଗତେ ୭ମୀ ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ନିଶାନ୍ତ ୦୫.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭସମୟ-
ଦିବା- ୧୦.୧୪ ରୁ ୦୧.୦୪
ରାତ୍ରି- ୦୮.୨୨ ରୁ ୧୦.୪୦
ରାତ୍ରି- ୧୨.୧୧ ରୁ ୦୧.୪୩
ରାତ୍ରି-୦୨.୨୯ ରୁ ୦୪.୦୧
ଅଶୁଭସମୟ-
ରାହୁକାଳ- ଦିବା ୦୮.୪୦ ରୁ ୧୦.୧୪
କାଳବେଳା- ପ୍ରାତଃ ୦୫.୩୨ ରୁ ୦୭.୦୬ ଓ ଦିବା ୦୪.୩୦ ରୁ ୦୬.୦୪
ବାରବେଳା-ଦିବା ୦୧.୨୨ ରୁ ୦୨.୫୬
କାଳରାତ୍ରି-ସନ୍ଧ୍ୟା ୦୬.୦୪ ରୁ ୦୭.୩୦ ଓ ରାତ୍ରି ୦୪.୦୭ ରୁ ୦୫.୩୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724464615.jpg)