Advertisment

Panchang Today 24th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ

ଅଦ୍ୟତନ ହୋଇଛି
Panchang In Odia

Panchang

Advertisment

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି 
ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ

Advertisment

ଶୁଭ ସମୟ

ପ୍ରାତଃ- ୦୫.୨୫ ରୁ ୦୭.୦୬
ଦିବା-୧୦.୧୦ ରୁ ୧୧.୧୯
ଦିବା-୦୧.୫୧ ରୁ ୦୫.୧୩
ସନ୍ଧ୍ୟା- ୦୬.୪୯ ରୁ ୧୦.୩୬
ରାତ୍ରି- ୦୧.୩୮ ରୁ ୦୨.୩୪
ରାତ୍ରି-୦୩.୫୯ ରୁ ୦୫.୨୫

ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

Advertisment

ଅଶୁଭ ସମୟ

ରାହୁକାଳ - ଦିବା ୧୧.୪୪ ରୁ ୦୧.୧୯
କାଳବେଳା- ଦିବା ୦୮.୩୫ ରୁ ୧୦.୧୦
ବାରବେଳା- ଦିବା ୧୧.୪୪ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୪ ରୁ ୦୩.୫୯

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ