/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୪ ତାରିଖ ମଙ୍ଗଳବାର ।ଚନ୍ଦ୍ର- ବୃଷ ରାତ୍ରି ୧୧.୪୬ ଗତେ ମିଥୁନ।ତିଥି – ୧୪ଶୀ ସନ୍ଧ୍ୟା ୦୬.୫୯ ଗତେ ଅମାବାସ୍ୟା।ଘାତଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୪୬ ଗତେ କନ୍ୟା ରାଶିର। ଘାତବାର – ମକର ରାଶିର।ପୁଷ୍କର ଦୋଷ – ୧ପାଦ- କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୧୩ ରୁ ୦୬.୫୨
ଦିବା – ୦୯.୩୭ ରୁ ୧୨.୧୫
ଦିବା – ୦୪.୪୬ ରୁ ୦୫.୩୨
ସନ୍ଧ୍ୟା – ୦୬.୨୫ ରୁ ୦୭.୦୮
ରାତ୍ରି – ୦୯.୦୭ ରୁ ୧୦.୦୧
ରାତ୍ରି – ୧୨.୧୦ ରୁ ୦୨.୧୦
ଅଶୁଭ ସମୟ -
ରାହୁକାଳ- ଦିବା ୦୩.୦୭ ରୁ ୦୪.୪୬
କାଳବେଳା - ଦିବା ୦୧.୨୮ ରୁ ୦୩.୦୭
ବାରବେଳା- ପ୍ରାତଃ ୦୬.୫୨ ରୁ ୦୮.୩୧
କାଳରାତ୍ରି- ରାତ୍ରି ୦୭.୪୬ ରୁ ୦୯.୦୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)