ଅଦ୍ୟତନ ହୋଇଛି
Panchang
Advertisment
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର ,ତିଥି- ୬ଷ୍ଠୀ ଦିବା ୦୧.୫୦ ଗତେ ୭ମୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ,ପୁଷ୍କର ଦୋଷ- ଦିବା ୦୧.୫୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
Advertisment
ଶୁଭସମୟ:
ପ୍ରାତଃ- ୦୫.୩୯ ରୁ ୦୭.୦୯
ଦିବା- ୦୮.୫୧ ରୁ ୧୧.୧୪
ରାତ୍ରି- ୦୮.୦୨ ରୁ ୧୦.୦୮
ରାତ୍ରି- ୦୨.୨୭ ରୁ ୦୩.୧୫
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୦୯ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୦୯ ରୁ ୦୮.୩୯
ବାରବେଳା- ଦିବା ୦୨.୩୮ ରୁ ୦୪.୦୮
କାଳରାତ୍ରି- ରାତ୍ରି ୧୦.୦୮ ରୁ ୧୧.୩୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1727055981.jpg)