Panchang Today 23rd October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ରାତ୍ରି ୧୨.୦୩ ଗତେ କର୍କଟ, ତିଥି- ୭ମୀ ରାତ୍ରି ୦୧.୧୯ ଗତେ ୮ମୀ,ଘାତଚନ୍ଦ୍ର- କନ୍ୟା ରାଶିର , ରାତ୍ରି ୧୨.୦୩ ପର୍ଯ୍ୟନ୍ତ ,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୧୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ– ୦୫.୪୭ ରୁ ୦୮.୦୫

ଦିବା- ୧୦.୨୨ ରୁ ୧୧.୩୦

ଦିବା- ୦୧.୨୫ ରୁ ୦୩.୪୨

ସନ୍ଧ୍ୟା- ୦୬.୦୪ ରୁ ୦୬.୫୪

ରାତ୍ରି- ୦୮.୩୫ ରୁ ୦୨.୩୯

ରାତ୍ରି- ୦୪.୧୩ ରୁ ୦୫.୪୮

ଅଶୁଭସମୟ:

ରାହୁକାଳ- ଦିବା ୧୧.୩୦ ରୁ ୧୨.୫୬

କାଳବେଳା- ଦିବା ୦୮.୩୯ ରୁ ୧୦.୦୫

ବାରବେଳା- ଦିବା ୧୧.୩୦ ରୁ ୧୨.୫୬

କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୧୩