Advertisment

Panchang Today 23rd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୯.୦୨ ଗତେ ୧୨ଶୀ ।

ଅଦ୍ୟତନ ହୋଇଛି
Today Panchang,

Today Panchang,

Advertisment

ସୈାର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୯.୦୨ ଗତେ ୧୨ଶୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ,ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ରାତ୍ରି ୦୯.୦୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

Advertisment

ଶୁଭ ସମୟ

ପ୍ରାତଃ- ୦୬.୦୩ ରୁ ୦୭.୩୧

ସନ୍ଧ୍ୟା- ୦୫.୫୪ ରୁ ୦୯.୨୨

ରାତ୍ରି- ୦୧.୧୦ ରୁ ୦୩.୨୭

ରାତ୍ରି- ୦୪.୧୯ ରୁ ୦୬.୦୩

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣରେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ଋଣରେ ବୁଡିପାରନ୍ତି…

ଅଶୁଭ ସମୟ

ରାହୁକାଳ – ଦିବା ୧୨.୫୫ ରୁ ୦୨.୧୭

କାଳବେଳା- ଦିବା ୦୨.୧୭ ରୁ ୦୩.୩୯

ବାରବେଳା- ଦିବା ୦୩.୩୯ ରୁ ୦୫.୦୨

କାଳରାତ୍ରି- ରାତ୍ରି ୧୧.୩୩ ରୁ ୦୧.୧୦

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ