Panchang Today 23rd March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର, ତିଥ- ୧୩ଶୀ ପ୍ରାତଃ ୦୭.୧୭ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ଶୁଭ ସମୟ:

ଦିବା-୧୦.୨୨ ରୁ୦୧.୦୫

ରାତ୍ରି- ୦୮.୧୮ ରୁ ୧୦.୪୧

ରାତ୍ରି- ୧୨.୧୬ ରୁ ୦୧.୫୨

ରାତ୍ରି- ୦୨.୩୯ ରୁ ୦୪.୧୫

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୫୨ ରୁ ୧୦.୨୨

କାଳବେଳା- ପ୍ରାତଃ ୦୫.୫୧ ରୁ ୦୭.୨୨ ଓ ଦିବା ୦୪.୨୪ ରୁ ୦୫.୫୪

ବାରବେଳା- ଦିବା ୦୧.୨୩ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୫.୫୪ ରୁ ୦୭.୨୪ ଓ ରାତ୍ରି ୦୪.୨୧ ରୁ ୦୫.୫୦