/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୧୩ଶୀ ରାତ୍ରି ୧୦.୧୦ ଗତେ ୧୪ଶୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୩.୧୬ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ଦିବା – ୦୮.୪୪ ରୁ ୧୦.୨୯
ରାତ୍ରି – ୦୯.୧୭ ରୁ ୧୦.୨୭
ରାତ୍ରି – ୧୧.୪୯ ରୁ ୧୨.୧୦
ରାତ୍ରି – ୦୧.୩୭ ରୁ ୦୩.୦୩ , ୦୩.୪୬ ରୁ ୦୪.୨୯
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୬.୫୧ ରୁ ୦୮.୩୦
କାଳବେଳା - ପ୍ରାତଃ ୦୬.୫୧ ରୁ ୦୮.୩୦
ବାରବେଳା- ଦିବା ୦୩.୦୬ ରୁ ୦୪.୪୫
କାଳରାତ୍ରି- ରାତ୍ରି ୧୦.୨୭ ରୁ ୧୧.୪୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)