Panchang Today 23rd July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Toda

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଦିବା ୦୯.୨୦ ଗତେ କୁମ୍ଭ ,ତିଥି- ୨ୟା ଦିବା ୧୦.୨୩ ଗତେ ୩ୟା,ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୯.୨୦ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ-୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାମ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା- ୦୮.୩୮ ରୁ ୧୦.୩୫

ଦିବା -୦୧.୧୧ ରୁ ୦୧.୩୦

ଦିବା- ୦୪.୪୫ ରୁ ୦୫.୩୧

ସନ୍ଧ୍ୟା-୦୬.୨୩ ରୁ ୦୭.୦୭

ରାତ୍ରି- ୦୯.୧୯ ରୁ ୧୧.୩୧

ରାତ୍ରି-୦୧.୪୩ ରୁ ୦୩.୧୧

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ:

ରାହୁକାଳ- ଦିବା ୦୩.୦୮ ରୁ ୦୪.୪୫

କାଳବେଳା- ଦିବା ୦୧.୩୦ ରୁ ୦୩.୦୮

ବାରବେଳା- ପ୍ରାତଃ ୦୭.୦୦ ରୁ ୦୮.୩୮

କାଳରାତ୍ରି- ରାତ୍ରି ୦୭.୪୫ ରୁ ୦୯.୦୮