ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର
ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ
ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ
Also Read
ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର
ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୧୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୧୯ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ପ୍ରାତଃ- ୦୭.୪୭ ରୁ ୦୯.୦୩
ଦିବା- ୧୨.୦୭ ରୁ ୦୧.୦୬
ଦିବା- ୦୨.୨୭ ରୁ ୦୩.୦୦
ଦିବା- ୦୩.୪୩ ରୁ ୦୩.୪୮
ରାତ୍ରି- ୦୨.୫୦ ରୁ ୦୩.୪୩
ଅଶୁଭ ସମୟ
ରାହୁକାଳ - ଦିବା ୦୯.୦୩ ରୁ ୧୦.୨୪
କାଳବେଳା- ପ୍ରାତଃ ୦୬.୨୧ ରୁ ୦୭.୪୨ ଓ ଦିବା ୦୩.୪୮ ରୁ ୦୫.୦୯
ବାରବେଳା- ଦିବା ୦୧.୦୬ ରୁ ୦୨.୨୭
କାଳରାତ୍ରି- ସନ୍ଧ୍ୟା ୦୫.୦୯ ରୁ ୦୬.୪୮ ଓ ନିଶାନ୍ତ ୦୪.୪୨ ରୁ ୦୬.୨୧