ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଦିବା ୦୯.୧୭ ଗତେ ତୁଳା,ତିôଥ- ପୂର୍ଣ୍ଣିମା ନିଶାନ୍ତ ୦୫.୧୮ ଗତେ ପ୍ରତିପଦ,ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୯.୧୭ ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Also Read
ଶୁଭ ସମୟ:
ଦିବା- ୦୮.୩୫ ରୁ ୧୦.୨୯
ଦିବା-୦୧.୦୦ ରୁ ୦୧.୧୯
ଦିବା-୦୪.୨୯ ରୁ ୦୫.୧୩
ସନ୍ଧ୍ୟା- ୦୬.୦୩ ରୁ ୦୬.୪୯
ରାତ୍ରି- ୦୯.୦୫ ରୁ ୧୧.୨୧
ରାତ୍ରି-୦୧.୩୮ ରୁ ୦୩.୦୯
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୯
କାଳବେଳା- ଦିବା ୦୧.୧୯ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୦୧ ରୁ ୦୮.୩୫
କାଳରାତ୍ରି- ସନ୍ଧ୍ୟା ୦୭.୨୮ ରୁ ୦୮.୫୪