Panchang Today 23rd April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

Panchang Today

News Summary

ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଦିବା ୦୯.୧୭ ଗତେ ତୁଳା,ତିôଥ- ପୂର୍ଣ୍ଣିମା ନିଶାନ୍ତ ୦୫.୧୮ ଗତେ ପ୍ରତିପଦ,ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୯.୧୭ ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା- ୦୮.୩୫ ରୁ ୧୦.୨୯

ଦିବା-୦୧.୦୦ ରୁ ୦୧.୧୯

ଦିବା-୦୪.୨୯ ରୁ ୦୫.୧୩

ସନ୍ଧ୍ୟା- ୦୬.୦୩ ରୁ ୦୬.୪୯

ରାତ୍ରି- ୦୯.୦୫ ରୁ ୧୧.୨୧

ରାତ୍ରି-୦୧.୩୮ ରୁ ୦୩.୦୯

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ - ଦିବା ୦୨.୫୪ ରୁ ୦୪.୨୯

କାଳବେଳା- ଦିବା ୦୧.୧୯ ରୁ ୦୨.୫୪

ବାରବେଳା- ପ୍ରାତଃ ୦୭.୦୧ ରୁ ୦୮.୩୫

କାଳରାତ୍ରି- ସନ୍ଧ୍ୟା ୦୭.୨୮ ରୁ ୦୮.୫୪