Advertisment

Panchang Today 22th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ତାରିଖ   ଗୁରୁବାର ।ଚନ୍ଦ୍ର- କୁମ୍ଭ ଦିବା ୧୨.୦୭ ଗତେ ମୀନ। ତିଥୀ- ୧୦ମୀ ରାତ୍ରି ୦୧.୧୨ ଗତେ ୧୧ଶୀ।ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୧୨.୦୭ ଗତେ ଧନୁ ରାଶିର।

author-image
Deepak Acharya
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ତାରିଖ   ଗୁରୁବାର ।ଚନ୍ଦ୍ର- କୁମ୍ଭ ଦିବା ୧୨.୦୭ ଗତେ ମୀନ। ତିଥୀ- ୧୦ମୀ ରାତ୍ରି ୦୧.୧୨ ଗତେ ୧୧ଶୀ।ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୧୨.୦୭ ଗତେ ଧନୁ ରାଶୀର। ଘାତବାର-ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ପାଦ- କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୪୭ ପର୍ଯ୍ୟନ୍ତ।

Advertisment

ଶୁଭସମୟ-

ପ୍ରାତଃ-୦୫.୧୨ ରୁ ୦୬.୦୪

ଦିବା- ୦୯.୩୩ ରୁ ୧୧.୧୭

ସନ୍ଧ୍ୟା-୦୬.୫୮ ରୁ ୦୯.୦୯

ରାତ୍ରି-୦୧.୦୫ ରୁ ୦୨.୧୬

ରାତ୍ରି-୦୩.୪୪ ରୁ ୦୫.୧୨

ଅଶୁଭସମୟ-

ରାହୁକାଳ- ଦିବା ୦୧.୨୧ ରୁ ୦୨.୫୮

କାଳବେଳା-ଦିବା ୦୨.୫୮ ରୁ ୦୪.୩୬

ବାରବେଳା- ଦିବା ୦୪.୩୬ ରୁ ୦୬.୧୪

କାଳରାତ୍ରି-  ରାତ୍ରି ୧୧.୪୩ ରୁ ୦୧.୦୫

Panchang
Advertisment
Advertisment